କରୋନାରେ ସ୍ବାମୀଙ୍କୁ ହରାଇବା ପରେ ଜିଲ୍ଲାପାଳଙ୍କୁ ୪୦ ଲକ୍ଷର ଚେକ୍ ପ୍ରଦାନ କଲେ ମୌସୁମୀ

ଭଦ୍ରକ: ବାସୁଦେବପୁର ବ୍ଲକ ଅନ୍ତର୍ଗତ ମନ୍ଦାରୀ ଗ୍ରାମର ସ୍ବର୍ଗତ ଅଭି‌ଷେକ ମହାପାତ୍ରଙ୍କ ପତ୍ନୀ ମୌସୁମୀ ମହାନ୍ତି ଆଜି ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ୪୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଗତ ବର୍ଷ କରୋନାରେ ନିଜର ସ୍ବାମୀଙ୍କୁ ହରାଇଛନ୍ତି ମୌସୁମୀ। ବିବାହର ମାତ୍ର ୮ ଦିନ ପରେ ତାଙ୍କ ସ୍ବାମୀ ଅଭିଷେକ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ୨୧ ଦିନ ଭେଣ୍ଟିଲେଟରରେ … Continue reading କରୋନାରେ ସ୍ବାମୀଙ୍କୁ ହରାଇବା ପରେ ଜିଲ୍ଲାପାଳଙ୍କୁ ୪୦ ଲକ୍ଷର ଚେକ୍ ପ୍ରଦାନ କଲେ ମୌସୁମୀ